ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ: ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ ଆୟୋଜିତ ହୋଇଛି। ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସଂଘର ବାର୍ଷିକ ଆୟବ୍ୟୟର ହିସାବ, ନିର୍ବାଚନ ଅଧିକାରୀ ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏ ଅବସରରେ…



