ଅନନ୍ତ ଡିଏଭିରେ ପୁସ୍ତକ ମେଳା ଆୟୋଜିତ, ଛାତ୍ରଛାତ୍ରୀଙ୍କୁ ବହି ପଢ଼ିବାକୁ ପରାମର୍ଶ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ପୁସ୍ତକ ମେଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଏମ୍.ସି.ଏଲ୍.ଜଗନ୍ନାଥ କ୍ଷେତ୍ରର ଏ.ଏଫ୍.ଏମ୍. ପ୍ରଦୀପ କୁମାର ସାହୁ ଏବଂ ଷ୍ଟାଫ୍ ଅଫିସର(ଏଲ୍…



