ଜାତୀୟ ବଧିର କ୍ରିକେଟ୍ ଦଳରେ ତାଳଚେରର ସନ୍ତୋଷ ମହାପାତ୍ର, ଶୁଭେଚ୍ଛା ଜଣାଇଲେ ଆରଡିସି ଓ ଜିଲ୍ଲାପାଳ
ଅନୁଗୁଳ : ଭାରତର ଜାତୀୟ ବଧିର କ୍ରିକେଟ୍ ଟିମ୍ରେ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ବଧିର କ୍ରିକେଟ୍ ଖେଳାଳି ସନ୍ତୋଷ କୁମାର ମହାପାତ୍ର। ଆସନ୍ତା ଡିସେମ୍ବର ୨ ତାରିଖଠାରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଖେଳା ଯିବାକୁ ଥିବା ଭାରତ…
