ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଅନୁଗୁଳକୁ ୧୬ ପଦକ
ଅନୁଗୁଳ: ଚଳିତ ମାସ ୨୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତାର ହାୱଡା ଲିଛୁ ବଗନ୍ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୩ ଜଣ ବାଳିକା ଓ ୧୩…
ଅନୁଗୁଳ: ଚଳିତ ମାସ ୨୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓପନ୍ ତାଇକୋଣ୍ଡୋ ପ୍ରତିଯୋଗୀତା କଲିକତାର ହାୱଡା ଲିଛୁ ବଗନ୍ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୩ ଜଣ ବାଳିକା ଓ ୧୩…
ଅନୁଗୁଳ: ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ଜଣାଇଛନ୍ତି କି ବିଗତ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ କୁ ନେଇ ଅନୁଗୁଳ ଜିଲ୍ଲାର ଟୁକୁନା ସାହୁ ସିନିୟର ଟିମ୍ ୨୦-୨୦ ମ୍ୟାଚ୍ ଏବଂ ଅନ୍ୟ ମ୍ୟାଚ୍ ଗୁଡ଼ିକ ପାଇଁ ଶ୍ରେୟାଂଶ ଭରଦ୍ୱାଜ ଖେଳିବେ।…
ଅନୁଗୁଳ: ଓଡ଼ିଶା କ୍ରିକେଟ ଲିଗ୍ ନିକଟରେ ଉଦଯାପିତ ହୋଇଛି ଏବଂ ଏଥିରେ ଓଡ଼ିଶା ଲାୟନ୍ସ୍ ଓଡ଼ିଶା ଟାଇଗରସ୍ ହରାଇ ଚମ୍ପିୟାନ ହୋଇଛି। ସିରିଜର ଶ୍ରେଷ୍ଠ ଖେଳାଳୀ ରୂପେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମିଳିଥିବା ବେଳେ ପ୍ରବୀଣ ଲୋହାଙ୍କୁ ଫାଇନାଲ ମ୍ୟାଚ୍ ର ଶ୍ରେଷ୍ଠ…
ଅନୁଗୁଳ: ଆସନ୍ତା ଜୁଲାଇ୧୩ ତାରିଖରୁ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରେଷ୍ଟ ଅଫ ଓଡ଼ିଶା ତରଫରୁ ଖେଳିବା ପାଇଁ ଅନୁଗୁଳର ଦୁଇ ଯୁବ ପ୍ରତିଭାବାନ ଖେଳାଳୀ ମନୋନୀତ ହୋଇଛନ୍ତି। ମନୋନୀତ ଦୁଇ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ମୁଖ୍ୟ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଅନୁଷ୍ଠିତ ଜାତୀୟ ବକ୍ସିଂ ପ୍ରତିଯୋଗିତା ୨୦୨୪ ରେ କୃତିତ୍ଵ ହାସଲ କରିଛନ୍ତି। ଦୁଇ ଛାତ୍ରୀ କାଞ୍ଚନ ରାଓ ଓ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ଟିମ୍ ର ଅଧିନାୟକ ତଥା ବରିଷ୍ଠ ବ୍ୟାଟର ମିଲନ ସାମଲଙ୍କୁ କଳାହାଣ୍ଡି କପ୍ କ୍ରିକେଟର ସୁପର ଲିଗ୍ ରେ ଅବଶିଷ୍ଟ ଓଡ଼ିଶା ତରଫରୁ ଖେଳିବାକୁ ଅନୁମତି ମିଳିଛି। ଏଥିନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଚିଠି…
ଅନୁଗୁଳ: ପ୍ୟାନ ଇଣ୍ଡିଆ ମାଷ୍ଟର୍ସ ଗେମ୍ସ ଫେଡେରେସନ ତରଫରୁ ହାଇଦ୍ରାବାଦ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଜାତୀୟ ଫେଡେରେସନ କପରେ ଅନୁଗୁଳର ଖ୍ୟାତିସମ୍ପନ୍ନ କ୍ରୀଡାବିତ୍ ପ୍ରକାଶ ଗଡ଼ନାୟକ ରାଜ୍ୟ ତରଫରୁ ପ୍ରତିନିଧିତ୍ଵ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ…
ଅନୁଗୁଳ: ଆଜି କଳାହାଣ୍ଡି କପ୍ କ୍ରିକେଟର ଏକ ମ୍ୟାଚ୍ ରେ ଅନୁଗୁଳ ବୌଦ୍ଧ ଏକାଦଶକୁ ଏକ ତରଫା ପରାସ୍ତ କରିଛି। ଅନୁଗୁଳ ପ୍ରଥମେ ବ୍ୟାଟିଂ କରି ୪୪ ଓଭରରେ ସମସ୍ତ ୱିକେଟ ହରାଇ ୧୮୨ ରନ କରିଥିଲେ। ଏହାର ଜବାବରେ ବୌଦ୍ଧ…
ଅନୁଗୁଳ: ଆଜି କଳାହାଣ୍ଡି କପ୍ କ୍ରିକେଟର ଅନ୍ୟ ଏକ ମ୍ୟାଚ୍ରେ ଅନୁଗୁଳ କିଟ୍ ଏକାଦଶକୁ ଏକ ୱିକେଟ ରେ ପରାସ୍ତ କରିଚି। କିଟ୍ ଏକାଦଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୮୬ ରନ କରିଥିଲା। ଦଳ ପକ୍ଷରୁ ରାଜେଶ…