ଓସିଏରୁ ଆସିଲା ଖୁସି ଖବର: ରାଜ୍ୟ ସିନିୟର ଟିମ୍‌ରେ ଖେଳିବେ ଶ୍ରେୟାଂଶ ଓ‌ ଟୁକୁନା

You are currently viewing ଓସିଏରୁ ଆସିଲା ଖୁସି ଖବର: ରାଜ୍ୟ ସିନିୟର ଟିମ୍‌ରେ ଖେଳିବେ ଶ୍ରେୟାଂଶ ଓ‌ ଟୁକୁନା

ଅନୁଗୁଳ: ଓସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବେହେରା ଜଣାଇଛନ୍ତି କି ବିଗତ ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ କୁ ନେଇ ଅନୁଗୁଳ ଜିଲ୍ଲାର ଟୁକୁନା ସାହୁ ସିନିୟର ଟିମ୍‌ ୨୦-୨୦ ମ୍ୟାଚ୍‌ ଏବଂ ଅନ୍ୟ ମ୍ୟାଚ୍‌ ଗୁଡ଼ିକ ପାଇଁ ଶ୍ରେୟାଂଶ ଭରଦ୍ୱାଜ ଖେଳିବେ।

ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଖେଳାଳୀ ଗତ ଓଡ଼ିଶା କ୍ରିକେଟ ଲିଗ୍‌ରେ ଦମଦାର ପ୍ରଦର୍ଶନ କରି ସିନିୟର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ।

Share

Leave a Reply