୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍: କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଡିଆଇଜି
ଅନୁଗୁଳ: ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୨୯ ତମ ରାଜ୍ୟସ୍ତରୀୟ ୟୁଷୁ ଚାମ୍ପିୟନସିପ୍ ୨୦୨୩। ଏହି ଚାମ୍ପିୟନସିପ୍ ରବିବାର ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର ଓ ଶନିବାର ହୋଇଥିବା ସାଣ୍ଡା ପ୍ରତିଯୋଗିତାରେ ୧୨ ବର୍ଷରୁ କମ…
