ରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ତାଇକୋଣ୍ଡୋ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳସ୍ଥିତ ଅମଲାପଡା ଶିଶୁ ଉଦ୍ୟାନରେ ତାଇକୋଣ୍ଡୋ ସଂଘ ପକ୍ଷରୁ ୨୦୨୨-୨୩ ରେ ରାଜ୍ୟ ଓ ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ପୂର୍ବତନ ନଗରପାଳ ତଥା ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ସଂଯୋଜକ…

Continue Readingରାଜ୍ୟ ଓ ଜାତୀୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ତାଇକୋଣ୍ଡୋ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ

ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନଟିପିସି ସାଧାରଣ ପରିଚାଳକ ଅଶୋକ ସେହଗଲ ଯୋଗ ଦେଇ ଶିକ୍ଷାର ସାମଗ୍ରୀକ ବିକାଶରେ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି…

Continue Readingପବିତ୍ର ମୋହନ ବୈଷୟିକ ଶିକ୍ଷାନୁଷ୍ଠାନର ବାଷିକ କ୍ରୀଡ଼ା ମହୋତ୍ସବ, କୁଶଳୀ ଇଞ୍ଜିନିୟର ହୋଇ ଦେଶକୁ ଆଗକୁ ନେବାକୁ ଆହ୍ୱାନ

ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

ଅନୁଗୁଳ: ଆଜି ସ୍ଥାନୀୟ କଦମ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ସକାଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ରଜନୀକାନ୍ତ ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ପ୍ରଥମେ ପ୍ରଶାସନ ଏକାଦଶ…

Continue Readingଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

ଉଦଯାପିତ ହେଲା ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା, ଅନୁଗୁଳ ଫାଇଟର୍ସକୁ ହରାଇ ବିଜୟୀ ହେଲା ମୁନ୍‌ ଏକାଦଶ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଉଦଯାପିତ ହୋଇଛି ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା। ଅନୁଗୁଳ ଫାଇଟର୍ସକୁ ହରାଇ ମୁନ୍‌ ଏକାଦଶ ବିଜୟୀ ହୋଇଛି। ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ…

Continue Readingଉଦଯାପିତ ହେଲା ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା, ଅନୁଗୁଳ ଫାଇଟର୍ସକୁ ହରାଇ ବିଜୟୀ ହେଲା ମୁନ୍‌ ଏକାଦଶ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା, ରାଜ୍ୟର ବିଭିନ୍ନ ସ୍ଥାନରୁ ଭାଗ ନେବେ ୮ଟି ଟିମ୍

ଅନୁଗୁଳ: ଶୁକ୍ରବାରଠାରୁ ଆରମ୍ଭ ହେବ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା। ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଭାଗରୁ ୮ଟି ଦଳ ଭାଗ ନେଉଛନ୍ତି। ଫ୍ଲଡ୍ ଲାଇଟରେ ହେଉଥିବା ଏହି…

Continue Readingଆସନ୍ତାକାଲିଠୁ ଆରମ୍ଭ ହେଉଛି ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା, ରାଜ୍ୟର ବିଭିନ୍ନ ସ୍ଥାନରୁ ଭାଗ ନେବେ ୮ଟି ଟିମ୍

ଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ାର ଏଭରଗ୍ରୀନକୁ ପରାସ୍ତ କରି ଅନୁଗୁଳର ଲୁଟୁ ୱାରିୟର୍ସ ପ୍ରଥମ ଚକାଡୋଳା କପ୍ ଚାମ୍ପିୟନ ହୋଇଛି। ସ୍ଥାନୀୟ ବିଜୁ ମଇଦାନରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ୩ ମ୍ୟାଚ୍ ବିଶିଷ୍ଟ ଫାଇନାଲ୍ରେ ଲୁଟୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି…

Continue Readingଚକାଡୋଳା କପ୍ : ଲୁଟୁ ୱାରିୟର୍ସ ଚାମ୍ପିୟନ

ରବିବାର ଚକାଡ଼ୋଳା କପର ଶେଷ ମ୍ୟାଚ୍, ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲରେ

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଚାଲିଥିବା ଚକାଡ଼ୋଳା କପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ସନ୍ଧ୍ୟା‌ରେ ଖେଳାଯିବ। ଅନୁଗୁଳର ରୟାଲ ମାଷ୍ଟର୍ସ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ଲଡ୍‌ ଲାଇଟ୍‌ କ୍ରିକେଟ୍ ପ୍ରତିଯୋଗିତାର ଦ୍ବିତୀୟ ସନ୍ଧ୍ୟାରେ ଗ୍ରୁପ୍‌ ବିର ସମସ୍ତ ମ୍ୟାଚ୍‌…

Continue Readingରବିବାର ଚକାଡ଼ୋଳା କପର ଶେଷ ମ୍ୟାଚ୍, ଅନୁଗୁଳର ଲୁଟୁ ୱାରିୟର୍ସ ଫାଇନାଲରେ

ବିଜୁ ମଇଦାନରେ ଚକାଡୋଳା କପ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ଲୁଟୁ ୱାରିୟର୍ସ ବିଜୟୀ

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଆଜିଠାରୁ ଆରମ୍ଭ ହୋଇଛି ଚକାଡୋଳା କପ୍। ଅନୁଗୁଳର ରୟାଲ ମାଷ୍ଟର୍ସ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ପ୍ରତିଯୋଗିତାକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ ଉଦ୍ଘାଟନ କରିଥିଲେ। ପୂର୍ବତନ…

Continue Readingବିଜୁ ମଇଦାନରେ ଚକାଡୋଳା କପ୍ ଉଦଘାଟିତ, ପ୍ରଥମ ମ୍ୟାଚରେ ଲୁଟୁ ୱାରିୟର୍ସ ବିଜୟୀ

ଅଲ ଓଡ଼ିଶା ନାଇଟ୍‌ କ୍ରିକେଟ୍‌ ପ୍ରତିଯୋଗିତା, ୨୬ ରେ ଫାଇନାଲ୍ ମ୍ୟାଚ୍

ଅନୁଗୁଳ: ସ୍ଥାନୀୟ ବିଜୁ ମଇଦାନରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ଅଲ ଓଡ଼ିଶା ନାଇଟ୍‌ କ୍ରିକେଟ୍‌ ପ୍ରତିଯୋଗିତା। ଫ୍ଲଡ୍‌ ଲାଇଟ୍‌ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୮ଟି ଦଳ ଭାଗ ନେବେ। ଏ ଅବସରରେ ୨୪ ଓ ୨୫ ତାରିଖ…

Continue Readingଅଲ ଓଡ଼ିଶା ନାଇଟ୍‌ କ୍ରିକେଟ୍‌ ପ୍ରତିଯୋଗିତା, ୨୬ ରେ ଫାଇନାଲ୍ ମ୍ୟାଚ୍

ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନୁଗୁଳ ଶିଶୁ ବିଦ୍ୟାମନ୍ଦିରର ପ୍ରିନ୍ସିପାଲ ଡ଼ା ସିଦ୍ଧାନ୍ତ ସାହୁ ସମାରୋହକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ…

Continue Readingଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା