ମରି ମରିଯାଉଛି ଶାଳପତ୍ର ଖଲି ଚଉପଦି ବ୍ୟବସାୟ
ଅନୁଗୁଳ: ଯୁଗ ବଦଳିଛି; ଶହ ଶହ ବର୍ଷ ଧରି ଚାଲି ଆସିଥିବା ଶାଳପତ୍ର ଖଲି ଚଉପଦି କାରବାର ଏବେ ସ˚କଟରେ। ଜିଲ୍ଲାର ବିଭିନ୍ନ ଅଂଚଳରେ ଶହ ଶହ ପରିବାର ଏଭଳି ଖଲି ଚଉପଦି କାରବାର କରି ଚଳନ୍ତି। ଅନୁଗୁଳ, ଆଠମଲ୍ଲିକ, ପାଳଲହଡ଼ା,…
ଅନୁଗୁଳ: ଯୁଗ ବଦଳିଛି; ଶହ ଶହ ବର୍ଷ ଧରି ଚାଲି ଆସିଥିବା ଶାଳପତ୍ର ଖଲି ଚଉପଦି କାରବାର ଏବେ ସ˚କଟରେ। ଜିଲ୍ଲାର ବିଭିନ୍ନ ଅଂଚଳରେ ଶହ ଶହ ପରିବାର ଏଭଳି ଖଲି ଚଉପଦି କାରବାର କରି ଚଳନ୍ତି। ଅନୁଗୁଳ, ଆଠମଲ୍ଲିକ, ପାଳଲହଡ଼ା,…
ଅନୁଗୁଳ: କେନ୍ଦ୍ର ସରକରଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଓଡ଼ିଶାରେ ବାଟବଣା ହୋଇଛି। ବାଳିକା ଓ ବାଳକଙ୍କ ମଧ୍ୟରେ ପ୍ରଭେଦ ଦୂର କରିବା, ଭ୍ରୂଣ ହତ୍ୟା ରୋକିବା ଏବ˚ କନ୍ୟା ରତ୍ନମାନଙ୍କୁ ମିଳିତ କରିବା ପାଇଁ ଏହି ଯୋଜନା ଆରମ୍ଭ…
ଅନୁଗୁଳ: ୨୦୧୪ ମସିହାରୁ ୨୦୧୮ ମଧ୍ଯରେ ଦେଶରେ କଲରାପତରିଆ ବାଘଙ୍କ ସ˚ଖ୍ୟା ୬୦ ପ୍ରତିଶତ ବଢ଼ିଛି ଏବ˚ ଓଡ଼ିଶାରେ ଏହା ୨ ଗୁଣରୁ ଅଧିକା ହୋଇଥିବା ସରକାରୀ ଭାବେ କୁହାଯାଉଛି। ଉନ୍ନତ ଜଙ୍ଗଲ ସ˚ରକ୍ଷଣ ଓ ଜିନ୍ ବିବଧତାର ବୃଦ୍ଧି କାରଣରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସ˚ଖ୍ୟା ପୁଣି ବଢ଼ିବାରେ ଲାଗିଛି। ମୟୂରଭଞ୍ଜ, କେରାପୁଟ, ବଲାଙ୍ଗୀର ପରେ ଅନୁଗୁଳରେ ଏହି ଶିଶୁ ଶ୍ରମିକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷରେ ଅନୁଗୁଳ ଶିଳ୍ପାଞ୍ଚଳର ମାନ୍ୟତା ପାଇବା ପରେ ଏହି ସମସ୍ୟା…
ଅନୁଗୁଳ: ଗତ ୫୨ ବର୍ଷ ଧରି ସାରା ରାଜ୍ୟକୁ ବିଦ୍ୟୁତ୍ ଯୋଗାଇ ଆସୁଥିବା ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍ ଏବେ ବନ୍ଦର ଦ୍ବାରଦେଶରେ। ୨ ହଜାର କର୍ମଚାରୀ ଛଟେଇ ଆଶଙ୍କାରେ ଭୀତତ୍ରସ୍ତ। ପ୍ଲାଣ୍ଟ ବନ୍ଦ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଛାଟ,…
ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍ ଜିଲ୍ଲାରେ ଫେଲ୍ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ ବ୍ଲକ୍ରେ ଆଳୁଚାଷ…
ଅନୁଗୁଳ: ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଏବ˚ ବ˚ଶବୃଦ୍ଧି ଯୋଜନା ପ୍ରାୟତଃ ବିଫଳ ହୋଇଛି। ମହାବୀରୀ ବାଘର ମୃତ୍ୟୁ ଏବ˚ ସୁନ୍ଦରୀ ବାଘୁଣୀ ଏବେ ଅନୁଗୁଳ ରାଇଗୁଡ଼ାର ଏନ୍କ୍ଲୋଜର ଭିତରେ ରହି ଛାଟିପିଟି ହେଉଛି। ମଧ୍ଯପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସି˚ହ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଏକ ଦଶନ୍ଧି ମଧ୍ୟରେ ହାତୀ-ମଣିଷ ଲଢେ଼ଇରେ ବହୁ ଧନଜୀବନ ନଷ୍ଟ ହୋଇଛି। କେତେବେଳେ ହାତୀ ତ କେତେବେଳେ ମଣିଷ ଗଜରାଜର ଶିକାର ହୋଇ ଅକାଳ ମୃତ୍ୟୁ ମୁଖରେ ପଡୁଛି। ଅଭୟାରଣ୍ୟରେ ହାତୀ ରହଣିସ୍ଥଳର ଅଭାବ, ଖାଦ୍ୟ…
ଅନୁଗୁଳ: ଶୀତର ଆଗମନ ହେଉଣୁ ସାତକୋଶିଆ ଅଭୟାରଣ୍ୟ ତଥା ମହାନଦୀ କୂଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହେଲାଣି। ମହାନଦୀ ପଠାରେ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ବିଦେଶୀ ପକ୍ଷୀ ବୁଲୁଥିବା ଦେଖାଯାଇଛି। ଶୀତ ଆସିଲେ ବିଦେଶୀ ପକ୍ଷୀ, ପର୍ଯ୍ୟଟକଙ୍କ ଆଗମନରେ ଚଳଚଞ୍ଚଳ…
ଅନୁଗୁଳ: ଜିଲ୍ଲାରେ ଏଡ୍ସ ଏବ˚ ଏଚ୍ଆଇଭି ସ˚କ୍ରମଣ ସ˚ପ୍ରତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ସ˚କ୍ରମଣ ହାର ସଙ୍ଗେ ତାଳ ଦେଇ ଅନୁଗୁଳର ସ˚କ୍ରମଣ ହାର କମିବାରେ ଲାଗିଛି। ଡାପ୍ସୁ ଏବ˚ ବିଭିନ୍ନ ଏନ୍ଜିଓ ପକ୍ଷରୁ ଜନସଚେତନତା ଏବ˚…