ଏଣିକି ସାତକୋଶିଆ ଜଙ୍ଗଲ ଜଗିବ ଏଆଇ କ୍ୟାମେରା, ଶିକାରୀ ପଶିବା ମାତ୍ରେ ବାଜିବ ସତର୍କ ଘଣ୍ଟି
ଅନୁଗୁଳ: ଏଣିକି ଜଙ୍ଗଲ ଜଗିବ ଏ.ଆଇ କ୍ୟାମେରା। ସାତକୋଶିଆ, ଅନୁଗୁଳ ଓ ଢେଙ୍କାନାଳ ବନଖଣ୍ଡରେ ବଢ଼ିବ ସୁରକ୍ଷା ବ୍ୟବସ୍ଥା। ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ଦ୍ୱାରା ଜଙ୍ଗଲରେ ହେଉଥିବା ପ୍ରତିଟି ଗତିବିଧି ଉପରେ ଜିଲ୍ଲା ମୁଖ୍ୟାଳୟରେ…
