କୁକୁଡ଼ା ଚୋରି ଘଟଣା ୨୦ କୁକୁଡ଼ା ଉଦ୍ଧାର, ଜଣେ ଗିରଫ

You are currently viewing କୁକୁଡ଼ା ଚୋରି ଘଟଣା  ୨୦ କୁକୁଡ଼ା ଉଦ୍ଧାର, ଜଣେ ଗିରଫ

ଅନୁଗୁଳ: ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ଗତ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଥିଲା । ସନ୍ତୋଷଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ କାଳିଆ ଓରଫ୍ କୁଶ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ୨୦ଟି କୁକୁଡ଼ା ଉଦ୍ଧାର କରାଯାଇଥିବା ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ ପଣ୍ଡା ପ୍ରକାଶ କରିଛନ୍ତି।

Share

Leave a Reply