ଅନୁଗୁଳ: ଅନୁଗୁଳ ଜିଲ୍ଲା ହିମିତିରା ନଈର ସଙ୍ଗମ ଝିମେଇ ଠାରେ ଆଜି ଏକ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମାନଯୋର ପ୍ରକଳ୍ପରେ ମିଶିଥିବା ଘୋଷର -ରାଇବାହାଳ ନଈର ଝାମ୍ପୁଲୀ ଝିମେଇ ଠାରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସାଧାରଣ ଲୋକେ ନଦୀକୁ ଯିବାକୁ ଭୟଭୀତ ହେଉଛନ୍ତି। ଏଥିପାଇଁ ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।
ଝାମ୍ପୁଲି ନଈରେ କୁମ୍ଭୀର ଆତଙ୍କ, ନଈକୁ ନ ଯିବାକୁ ପରାମର୍ଶ
- Post published:January 7, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul