ଅନୁଗୁଳ: ଦଶ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନ ର ଡାକରା ଦ୍ଵିତୀୟ ଦିନରେ ପହଞ୍ଚି ଥିବା lବେଳେ ଲୋକମାନେ ପେଟ୍ରୋଲ ସରିଯିବାର ଆଶଙ୍କାରେ ତେଲ ଟାଙ୍କିରେ ଭିଡ଼ ଜମାଇ ତେଲ କିଣି ନେଉଛନ୍ତି। ଏଥିନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଚି। ଆନ୍ଦୋଳନ ନ ହଟିଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି ।
ଡ୍ରାଇଭର ଆନ୍ଦୋଳନ: ପେଟ୍ରୋଲ ପାଇଁ ତେଲ ଟାଙ୍କିରେ ଭିଡ
- Post published:March 16, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul