ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

You are currently viewing ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ (Jugal Kishore Sahoo): ଅନୁଗୋଳ ଜିଲ୍ଲା କନିହା ବ୍ଲକ ସମଲ ଥାନା ପୁଲିସ୍ ସିପୁର ବିଦ୍ୟାଳୟ ଖେଳ ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ନାମ ନବୀନ ପ୍ରଧାନ(୨୨)। ତାଙ୍କ ବାପାଙ୍କ ନାମ ଦୁଃଖବନ୍ଧୁ ପ୍ରଧାନ। ତାଙ୍କ ଗ୍ରାମ ବିରୁ ହୋଇଥିବାବେଳେ ସେ ଭୂଷଣରେ କାମ କରନ୍ତି। ଗତକାଲି ଘରୁ ବାହାରି ଭୂଷଣକୁ ଡ୍ୟୁଟିକୁ ଯାଇଥିବାବେଳେ ଆଜି ସକାଳେ ତାର ମୃତଦେହ ବିଦ୍ୟାଳୟ ନିକଟ ଗଛରେ ଝୁଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share

Leave a Reply