ଯୁବକଙ୍କ ଅଂଶୁ ଘାତରେ ମୃତ୍ୟୁ !!

You are currently viewing ଯୁବକଙ୍କ ଅଂଶୁ ଘାତରେ ମୃତ୍ୟୁ !!

ଅନୁଗୁଳ: ବନ୍ତଳା ଥାନା ବାଦିବାହାଳ ଗାଁର ପ୍ରଦ୍ୟୁମ୍ନ ସ୍ୱାଇଁ ଙ୍କ ଆଜି ସନ୍ଦେହ ଜନକ ମୃତ୍ୟୁ ଘଟିଛି। ୪୨ ବର୍ଷ ବୟସ୍କ ପ୍ରଦ୍ୟୁମ୍ନ ଖରାରେ ମହିଧରପୂର୍ ଷ୍ଟାଣ୍ଡ ରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କୁ ଅନ୍ଧାର ଦେଖା ଯାଇଥିଲା ଏବଂ ସେ ତଳେ ଖସି ପଡ଼ିଥିଲେ।ତାଙ୍କୁ ତତକ୍ଷଣାତ୍ ଅନୁଗୁଳ
ଡାକ୍ତର ଖାନା ନିଆ ଯାଇଥିଲା।କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅଂଶୁ ଘା ତ ସନ୍ଦେହରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Share

Leave a Reply