ଅନୁଗୁଳ: ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଓଡିଶା ବିଧାନସଭାରେ ଦାବି ଉପସ୍ଥାପନ କରାଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଛନ୍ତି। ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ଥିଲେ। ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଅନୁଗୁଳ ବାସୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ହୋଇଥିବାରୁ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି କରାଯାଇଛି।
ଅନୁଗୁଳର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ବିଧାନସଭାରେ ଦାବି
- Post published:December 2, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
୬୩ ନମ୍ବର ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳକୁ ବିରୋଧ, ଅର୍ଥନୈତିକ ରାସ୍ତା ଅବରୋଧ କଲେ ଗାଁ ଲୋକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ କୁମ୍ଭୀର ଆକ୍ରମଣରେ ମୃତ ସମୀର ନାଏକଙ୍କ ପରିବାରଙ୍କୁ ଭେଟିଲା ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ






