ଡେରଙ୍ଗ ଗ୍ରାମର ନୂତନ ଗ୍ରାମ୍ୟ କମିଟି ଚୟନ, ନୂତନ ସଭାପତି ହେଲେ ପ୍ରସନ୍ନ କୁମାର ନାୟକ

You are currently viewing ଡେରଙ୍ଗ ଗ୍ରାମର ନୂତନ ଗ୍ରାମ୍ୟ କମିଟି ଚୟନ, ନୂତନ ସଭାପତି ହେଲେ ପ୍ରସନ୍ନ କୁମାର ନାୟକ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ମନ୍ଦିର ନିକଟସ୍ଥ ସଭାଗୃହରେ ରବିବାର ପୂର୍ବାହ୍ନରେ ଗ୍ରାମ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମର ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ନୂତନ ସଭାପତି ଭାବେ ପ୍ରସନ୍ନ କୁମାର ନାୟକ, ସଂପାଦକ ସୁଜିତ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଦୀପକ କୁମାର ବେହେରାଙ୍କୁ ମନୋନୀତ ହୋଇଛନ୍ତି। ସଭାପତି ରୂପେ ପ୍ରସନ୍ନ କୁମାର ନାୟକ, ସଂପାଦକ ସୁଜିତ କୁମାର ସାହୁ ଓ ଦୀପକ କୁମାର ବେହେରାଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି। ପୂର୍ବତନ କମିଟି ଠାରୁ ନୂତନ କମିଟି ଦାୟିତ୍ଵ ଗ୍ରହଣ କରିଥିଲେ। ଏଥିରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply