ଜବରଦଖଲ ଉଚ୍ଛେଦ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୁରୁଣାଗଡ଼ବାସୀ

You are currently viewing ଜବରଦଖଲ ଉଚ୍ଛେଦ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୁରୁଣାଗଡ଼ବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପୁରୁଣାଗଡ଼ ଗ୍ରାମବାସୀ। ଜବରଦଖଲ ଉଚ୍ଛେଦ ଦାବିରେ ଗାଁ ଲୋକେ ଧାରଣା ଦେଇଥିବା ଜଣାଯାଇଛି।

ସୂଚନା ମୁତାବକ, ମଦନ ମୋହନ ପାଟଣା ମନ୍ଦିର ରାସ୍ତାର କନ୍ଧସାହି ରାସ୍ତା ବାସିନ୍ଦା ମିଶି ରାସ୍ତା ପ୍ଲଟ ନମ୍ବର ୧୪୬ ର ଜବରଦଖଲକାରୀଙ୍କୁ ହଟାଇବା ପାଇଁ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କିନ୍ତୁ ଏବେ ଯାଏଁ ସେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗାଁ ଲୋକ ଆମରଣ ଅନଶନ କରିଥିବା କହିଛନ୍ତି।

Share

Leave a Reply