maa mangala vihar

ବାଲି, ପଥର ବୋଝେଇ ୩ ହାଇୱା ଜବତ

0

ବଅଁରପାଳ: ତାଳଚେର ଅଞ୍ଚଳରୁ ବେଆଇନ୍ ଭାବରେ ବାଲି,ପଥର ଚାଲାଣ ବେଳେ ତିନିଟି ହାଇ ବଅଁରପାଳ ତହସିଲ ପ୍ରଶାସନ ହାତରେ
| ଧରାପଡ଼ିଛି । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଶନିବାର ପୂର୍ବାହ୍ନରେ ନାଲକୋ ଗିରାଟ ରାସ୍ତାରେ ଦୁଇଟି ବାଲି ବୋଝେଇ, ଗୋଟିଏ ପଥର ବୋଝେଇ ଗାଡ଼ି ଜବତ କରି ନାଲକୋ ଥାନାକୁ ହସ୍ତାନ୍ତର କରିଛନ୍ତି । ଏହି ଗାଡ଼ି ଗୁଡ଼ିକ ତାଳଚେର ଅଞ୍ଚଳରୁ ଗିରାଙ୍ଗ ରାସ୍ତା ଦେଇ ଯିବାଆସିବା କରୁଥୁଲା।ତଦନ୍ତ ବେଳେ ଚାଲାଣ ଦେଖାଇବାକୁ ଅସମର୍ଥ ହୋଇଥିଲେ ଚାଳକ ।

Leave A Reply

Your email address will not be published.