ଅନୁଗୁଳ: ରବିବାର ପୁର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠରେ ଥିବା ବେଲଶୁଣ୍ଠା କୁଷ୍ଠ କଲୋନୀରେ ଅନୁଗୁଳ ଲୟନ୍ସ ପ୍ରାଇଡ଼ର ପୂର୍ବତନ ସଭାପତି ତଥା ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ପକ୍ଷରୁ ଚାଳିଶ ଜଣ ଅନ୍ତେବାସୀଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଫିଜିଓଥେରାପିଷ୍ଟ ସୁନୀଲ କୁମାର ମିଶ୍ର ସହଯୋଗ. କରିଥିଲେ ।
ବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ
- Post published:November 7, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
