୧୦୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

You are currently viewing ୧୦୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଅନୁଗୁଳ: ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅନୁଗୁଳ ବ୍ଲକର କଦଳୀବେଣୀ ଗାଁରେ ଚଢ଼ଉ କରାଯାଇ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ମାମଲାରେ ଅବକାରୀ ବିଭାଗ ସୁବଳ ସାହୁ ଓ ରଞ୍ଜି ସାହୁଙ୍କୁ ଗିରଫ କରିଛି। ସେମାନଙ୍କ ଘରୁ ପ୍ରାୟ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଉଭୟଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply