ଅନୁଗୁଳ: ଶୁକ୍ରବାର ରାତି ପ୍ରାୟ ଏଗାରଟା ବେଳକୁ ନାଲକୋ ମାର୍କେଟ ର ସାଇ ସାନିଟାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଯିବାପରେ ସର୍ଟ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି।ଅନୁଗୁଳରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିଲେ।
ନାଲକୋ ମାର୍କେଟରେ ଅଗ୍ନିକାଣ୍ଡ
- Post published:January 30, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul


