କଣ୍ଟେନରରୁ ପାଞ୍ଚ ବସ୍ତା ଗଂଜେଇ ଜବତ

You are currently viewing କଣ୍ଟେନରରୁ ପାଞ୍ଚ ବସ୍ତା ଗଂଜେଇ ଜବତ

ଅନୁଗୁଳ: ମଙ୍ଗଳବାର ସକାଳେ ଛେଣ୍ଡିପଦା ଅନୁଗୁଳ ରାସ୍ତାର ପରଙ୍ଗ ଅଞ୍ଚଳରୁ ସଦର ଅବକାରୀ ବିଭାଗର ଅଧିକାରୀ ମାନେ ଗୋଟିଏ ସନ୍ଦିଗ୍ଧ କଣ୍ଟେନରରୁ ପାଞ୍ଚ ବସ୍ତା ଗଂଜେଇ ଜବତ କରିଛନ୍ତି। ଏହି ମାମଲାରେ ଚାଳକ ସମେତ ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରାଯାଉଛି। ବୌଦ୍ଧ ଜିଲ୍ଲାରୁ ଏହି ଗଂଜେଇ ଚୋରା ଚାଲାଣ ହେଉଥିବା ପ୍ରାଥମିକ ଭାବେ କୁହାଯାଇଚି। ତଦନ୍ତ ସରିବା ପରେ ସବିଶେଷ ତଥ୍ୟ ମିଳିବ। ତେବେ ଏହି ବେଆଇନ ଚାଲାଣ ପଛରେ କିଛି ଅବକାରୀ କର୍ମଚାରୀଙ୍କ ହାତ ରହୁଥିବା ସାଧାରଣ ରେ ଅଭିଯୋଗ ହେଉଛି।

Share

Leave a Reply