ଉତ୍କଳ ବାଳାଶ୍ରମ ପକ୍ଷରୁ ହର୍‌ଘର୍‌ ତିରଙ୍ଗା

You are currently viewing ଉତ୍କଳ ବାଳାଶ୍ରମ ପକ୍ଷରୁ ହର୍‌ଘର୍‌ ତିରଙ୍ଗା

 

ଅନୁଗୁଳ: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଘରେ ଘରେ ଜାତୀୟ ପତାକା ଉଡ଼ାଇ ତାକୁ ସମ୍ମାନ ଦେବାକୁ ସାଧାରଣରେ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଥିନେଇ ଶୋଭାଯାତ୍ରା ସଭା ସମିତି ଆୟୋଜିତ ହେଉଛି। ଆଜି ସ୍ଥାନୀୟ ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମନେ ହାତରେ ଜାତୀୟ ପତାକା ଧରି ଦେଶ ମାତୃକା ପାଇଁ ସ୍ଲୋଗାନ ମାନ ଦେଇ ସାହି ପରିକ୍ରମା କରିଥିଲେ। ପିଲାଟି ଦିନରୁ ଦେଶ ପ୍ରେମରେ ଉଦବୁଦ୍ଧ ହୋଇ ଭବିଷ୍ୟତରେ ଦେଶ ପାଇଁ କିଛି କରି ଦେଖାଇବାର ମାନସିକତା ଦେଖି ସ୍ଥାନୀୟ ବାସିନ୍ଦା ବେଶ୍ ପ୍ରଶଂସା କରିଥିଲେ। ଆଶ୍ରମରେ ପରିଚାଳିକା ଏଥିରେ ସହାୟତା କରିଥିଲେ ।

Share

Leave a Reply