solar

ହେମସୁରପଡ଼ା କପ୍ ଫୁଟବଲ

ଫାଇନାଲ୍‌ରେ ଢେଙ୍କାନାଳ

0

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ଚାଲିଥିବା ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାରେ ଢେଙ୍କାନାଳ ୩-୨ ଗୋଲ୍‌ରେ ନାଲ୍‌କୋ ଜୁନିୟର ଏକାଦଶକୁ ପରାସ୍ତ କରି ପ୍ରଥମ ଦଳ ଭାବରେ ଫାଇନାଲ୍‌ରେ ପ୍ରବେଶ କରିଛି । ପୂର୍ବତନ ନଗରପାଳ ଭକ୍ତିପ୍ରସାଦ ଦାସ, ରିତେଶ ଦଳବେହେରା, ଅମିତ୍ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.