ଏନଟିପିସି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆମରଣ ଅନଶନ

You are currently viewing ଏନଟିପିସି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆମରଣ ଅନଶନ

ଅନୁଗୁଳ: ଦୀର୍ଘ ବତିଶୀ ବର୍ଷ ଧରି ଏନଟିପିସି ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜା ବିଜିଗୋଳ ଗାଁର ବିନ୍ଦୁସାଗର ପାଣି ଏବଂ ଗଦାଶିଳ। ଗାଁ ର ସବିତରାଣୀ ପ୍ରଧାନ କମ୍ପାନୀରେ ନିଯୁକ୍ତି ନପାଇ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି।ପୂର୍ବରୁ ତାଙ୍କୁ ଏସଏପି ମାନ୍ୟତା ମିଳିଥିଲେ ମଧ୍ୟ କମ୍ପାନୀ ତାଙ୍କ ଦାବି ଶୁଣୁନଥିବା ଉଭୟଙ୍କ ପରିବାର ଅଭିଯୋଗ କରିଛନ୍ତି। ତାଙ୍କ ସମସାମୟିକ ଅଠର ଜଣଙ୍କୁ ନିଯୁକ୍ତି ମିଳିଥଲେ ମଧ୍ୟ ସେମାନଙ୍କୁ ସୁଯୋଗ ନମିଳିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି ।

Share

Leave a Reply