ଅନୁଗୁଳ: ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରିବା ଅଭିଯୋଗରେ ବଅଁରପାଳ ଥାନା ଟେଣ୍ଟାଇ ଗ୍ରାମର ଦିନେଶ ନାଏକ(୩୬)ଙ୍କୁ ପୁଲିସ ଗୁରୁବାର ଗିରଫ କରିଛି । ପ୍ରଥମ ପତ୍ନୀ ଦୁଷ୍ମନ୍ତ୍ରୀ ନାଏକ (୩୫) ୧୦ ବର୍ଷ ତଳେ ବୈଦିକ ରୀତିରେ ଦିନେଶଙ୍କୁ ବିବାହ କରିଥିଲେ । ପାରିବାରିକ କଳହ ନେଇ ଦିନେଶ ଆଉ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଏ ନେଇ ଦୁଷ୍ମନ୍ତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ରୁଜୁ କରି ଦିନେଶଙ୍କୁ ଗିରଫ କରିଥିଲା ।
ଦ୍ବିତୀୟ ବିବାହ କରି ସ୍ଵାମୀ ଗିରଫ
- Post published:April 9, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
