ଜିଲ୍ଲାରେ କରୋନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଲା

You are currently viewing ଜିଲ୍ଲାରେ କରୋନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଲା

ଅନୁଗୁଳ: ଜିଲ୍ଲାରେ କରେନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଛି। ଗତ କିଛି ମାସ ମଧ୍ୟରେ ଏହା ସର୍ବନିମ୍ନ ସ˚କ୍ରମଣ। ଗତ ୧୪ ତାରିଖରେ ୨୬ ଜଣ କରୋନା ସ˚କ୍ରମିତ ହୋଇଥିବା ବେଳେ ୧୫ ତାରିଖ ଦିନ ୧୬ ଜଣ, ୧୬ ତାରିଖ ଦିନ ୧୫ ଜଣ ଏବ˚ ୧୭ ତାରିଖ ଦିନ ମାତ୍ର ୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ସୁସ୍ଥ ହୋଇ ଫେରୁଥିବା ରୋଗୀଙ୍କ ସ˚ଖ୍ୟା ମଧ୍ଯ କ୍ରମଶଃ ବଢ଼ୁଛି। ଲୋକମାନେ ମାସ୍କ ପିନ୍ଧିବା ସହ ନିୟମିତ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେଲେ କରୋନା ସ୍ଥିତି ଜିଲ୍ଲାରେ ଅଧିକ ସୁଧୁରିବ ବୋଲି କୁହାଯାଉଛି।

Share

Leave a Reply