ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଥରକ ସ୍ୱାଧୀନତା ଦିବସରେ ମନଲୋଭା ଅଫର ଦେଉଛି ଅନୁଗୁଳର ଅଗ୍ରଣୀ ବ୍ୟବସାୟ ସଂସ୍ଥା ଏସ୍ଏନ୍କେ ରୟାଲ। ଏଥରକ ଅଗଷ୍ଟ ୧୫ରେ ବ୍ରାଣ୍ଡେଡ୍ ପୋଷାକ ଓ ଶାଢି଼ରେ ଆକର୍ଷଣୀୟ ରିହାତି ଦେଉଛି ଦୋକାନ। ସ୍ୱାଧୀନତା ଦିବସ ସେଲରେ କିଲର, ପେପେ, ମୁଫତି, ସ୍ପାଇକର, ୟୁଏସ ପୋଲୋ, ଆଲେନ ସୋଲି, ଜେ ଆଣ୍ଡ ଜୋନ୍ସ, ବିଙ୍ଗ ହ୍ୟୁମାନ ଆଦି ବ୍ରାଣ୍ଡେଡ ଡ୍ରେସ ଉପରେ ୫୦% ରିହାତି ଦିଆଯାଇଛି। ସେହିପରି ଶାଢି଼, କୁର୍ତ୍ତି, ୱେଷ୍ଟର୍ନ ଡ୍ରେସ ଓ ପିଲାଙ୍କ ପୋଷାକରେ ୬୦% ରିହାତି ରହିଛି। ଏସବୁ ଅଫର ଅଗଷ୍ଟ ୧୫ ଯାଏଁ ଲାଗୁ ହେବ। ତେବେ ସବୁ କିଣା ଉପରେ ସର୍ତ୍ତାବଳୀ ଲାଗୁ ଥିବା ଜଣାଯାଇଛି।
ଅନୁଗୁଳର ଗାନ୍ଧୀ ମାର୍ଗ ଶାଖା ଓ ତାଳଚେରର ଶର୍ମା ଛକ ସ୍ଥିତ ଏସ୍ଏନ୍କେ ରୟାଲରେ ଗ୍ରାହକ ଏହି ଅଫରର ମଜା ଉଠାଇପାରିବେ। ଏଣୁ ଆଉ ଡେରି ନକରି ତୁରନ୍ତ ଯାଇ ସ୍ୱାଧୀନତା ଦିବସ ପାଇଁ ସ୍ୱାଧୀନ ଭାବେ କିଣାକିଣି କରନ୍ତୁ। ଅଫର ସୀମିତ ସମୟ ପାଇଁ ରହିଛି।