ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଦିବସ ପାଳିତ, ଉଦଘାଟିତ ହେଲା ନୂତନ ଅଫିସ୍ ଗୃହ

You are currently viewing ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଦିବସ ପାଳିତ, ଉଦଘାଟିତ ହେଲା ନୂତନ ଅଫିସ୍ ଗୃହ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶନିବାର ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଦିବସ ପାଳିତ ହୋଇଛି। ଏ ଅବସରରେ ପ୍ରଗତି ନଗର ପ୍ରଥମ ଲାଇନରେ ନୂତନ ଅଫିସ୍ ଗୃହ ଉଦ୍ଘାଟିତ ହୋଇଛି। ମାନବ ଅଧିକାର ବିଷୟରେ ରକ୍ଷକ ସଦସ୍ୟ ମାନେ ଅନୁଗୁଳ ଜିଲ୍ଲାର ମାନବ ଅଧିକାର ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ଅନୁଷ୍ଠାନକୁ ଜାତୀୟ ସ୍ତରରେ ଉପସ୍ଥାପନା କରିବା ପାଇଁ ପ୍ରଚେଷ୍ଟା ପୂର୍ବକ ସିଦ୍ଧାନ୍ତ ନେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଳା ସଭାପତି ବଲବୀର ସିଂ, ଉପସଭାପତି ଚିତ୍ତରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ବାଇଁ, ସହର ସଭାପତି ସୁଧାଂଶୁ ଶେଖର ସାହୁ, ବଅଁରପାଳ ବ୍ଲକ ସଭାପତି ମଦନ ସାହୁ, ଜିଲ୍ଲା କାର୍ଯ୍ୟନିର୍ବାହୀ ସଭାପତି ରାଜ ତିଳକ ଦଳବେହେରା, ଜିଲ୍ଲା ଯୁବ ସଭାପତି ଅସିତ୍ ବେହେରା, ଜିଲ୍ଲା ମହିଳା ସଭାପତି ମମତା ପ୍ରଧାନ, ଜିଲ୍ଲା ମହିଳା ସମ୍ପାଦକ ସରିତା ମିଶ୍ର, ଜିଲ୍ଲା ମହିଳା ଉପସଭାପତି ସରିତା ରାଣୀ ମିଶ୍ର, ମହିଳା କାର୍ଯ୍ୟନିର୍ବାହୀ ସଭାପତି ସୋନାକ୍ଷୀ ବେହେରା, ସାଇ ସ୍ୱରୂପ ସାହୁ, ମନୀଷ ପ୍ରଧାନ , ସୁଶୀଲ କୁମାର ନାଏକ, ଦିବ୍ୟ ସୁନ୍ଦର ସାହୁ, ଭେଙ୍କଟେଶ ପ୍ରସାଦ ଭୁକ୍ତା, ଦୀପ୍ତିମୟୀ ପାତ୍ର, ରିତେଶ ବିଳାସ, ସତ୍ୟଜିତ ଦେହୁରୀ, ପ୍ରିୟବ୍ରତ ବରାହ, ସିଦ୍ଧାର୍ଥ ବେହେରା, ଦୀପୁ ସ୍ବାଇଁ, ପ୍ରଦୀପ୍ତ କୁମାର ସାହୁ, ଆଶିଷ ଅଂଶୁମାନ, ଶାନ୍ତନୁ ସେଠୀ, ଆର୍ୟନ ଅର୍ଣ୍ଣବ, ଅଜିତ୍ କୁମାର ସାହୁ, ବିପ୍ଳବ, ସୋମାଲି ପ୍ରଧାନ, ଦିବ୍ୟାଂଶୁ ସାହୁ, ଦେବାଶିଷ ମହାନ୍ତି, ରାଜେଶ କୁମାର ମିଶ୍ର, ପ୍ରିୟତୋଷ ଷଡ଼ଙ୍ଗୀ, ଟିଟୁ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply