କଳାହାଣ୍ଡି କପ୍ କ୍ରିକେଟ ଅନୁଗୁଳ ବିଜୟୀ

You are currently viewing କଳାହାଣ୍ଡି କପ୍ କ୍ରିକେଟ ଅନୁଗୁଳ ବିଜୟୀ

ଅନୁଗୋଳ: କଟକ ଡ୍ରିମ୍ସ୍ ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଆୟୋଜିତ କଳାହାଣ୍ଡି କପ୍ କ୍ରିକେଟ ର ଆଜିର ମ୍ୟାଚ୍ ରେ ଅନୁଗୁଳ ପାରାଦୀପ କୁ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଚି।ପାରାଦୀପ ପ୍ରଥମେ ବ୍ୟାଟିଂ କରି ତିରିଶ ଓଭରରେ ସମସ୍ତ ୱିକେଟ ହରାଇ ୧୨୩ ରନ କରିଥିଲେ।

ଏହାପରେ ଅନୁଗୁଳ ବ୍ୟାଟିଂ ଆରଂଭ କରି ମାତ୍ର ୧୪.୧ ଓଭରରେ ଗୋଟିଏ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। କ୍ୟାପଟେନ ଟୁକୁନା ସାହୁ ୬୯ ରନ କରିଥିଲେ। ସେ ଚାରୋଟି ଚୌକା ସହିତ ଆଠଟି ଛକା ମାରିଥିଲେ ।

Share

Leave a Reply