ଗଣେଶ ପୂଜାରେ ପ୍ରଦର୍ଶିତ ହେବ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କାନ୍ଦେନା ଲୁହ ସରିଯିବ’

You are currently viewing ଗଣେଶ ପୂଜାରେ ପ୍ରଦର୍ଶିତ ହେବ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କାନ୍ଦେନା ଲୁହ ସରିଯିବ’

ଅନୁଗୁଳ: ଗଣେଶ ପୂଜା ଉପଲକ୍ଷେ ଅନୁଗୁଳ ଜିଲ୍ଲା ସ୍ଥାନୀୟ ହୁଲୁରିସିଂହା ଠାରେ ଆୟୋଜିତ ହେବ ‘କାନ୍ଦେନା ଲୁହ ସରିଯିବ’। ହୁଲୁରିସିଂହା ଆଲମ କ୍ଲବ ଦ୍ୱାରା ଆୟୋଜିତ ହସ କାନ୍ଦ କୋହ ଭରା ଏହି ଅନୁସନ୍ଧାନ ସାମାଜିକ ନାଟକ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟା ୮ଟାରେ ଆଲମ କ୍ଲବ ମଣ୍ଡପରେ ଅନୁଷ୍ଠିତ ହେବ।

ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ନାଟକ ନିର୍ମାଣ କରିବାରେ ସଭାପତି ପାପୁନ ନନ୍ଦ, ଉପସଭାପତି ଲିପୁ ପ୍ରଧାନ ସାହାଯ୍ୟ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନିଲୁ ସାହୁ, ସିପୁ, ସାମୁ, ରାଜା, ସମେରେନ୍ଦ୍ର, ଚିକୁ ପ୍ରମୁଖ ସହଯୋଗ କରୁଥିବା ଜଣାଯାଇଛି।

Share

Leave a Reply