ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ମେଡିକାଲ ପାଞ୍ଚ ମହଲା ବିଶିଷ୍ଟ ଆଇପିଡି କୋଠାର ପଛ ପଟ ଛାତରୁ ବଡ଼ ବଡ଼ ଦୁଇଟି କଂକ୍ରିଟ ସ୍ଲାବ୍ ଖସି ଥିଲା। ସେତେବେଳେ ରୋଗୀଙ୍କ ସମ୍ପର୍କୀୟ ମାନେ କୋଠା ପଛପଟେ ବାଇକ୍ ଓ ସ୍କୁଟର ପାର୍କିଂ କରୁଥିବା ବେଳେ ସେମାନଙ୍କ ଆଗରେ ପଡିଥିଲା। ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି।
ମେଡିକାଲ ଆଇପିଡି କୋଠାରୁ ସ୍ଲାବ ଖସିଲା: ଅଳ୍ପକେ ବର୍ତିଲେ ରୋଗୀଙ୍କ ସଂପର୍କୀୟ
- Post published:June 24, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul