ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଓକିଲ ସଂଘର ଶୋକ ସଭା

You are currently viewing ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଓକିଲ ସଂଘର ଶୋକ ସଭା

 

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଶୋକ ସଭା ଆୟୋଜିତ ହୋଇଛି।
ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ଜଜ କୋର୍ଟ ଚାମ୍ବରରେ ଆୟୋଜିତ ଶୋକ ସଭାରେ ସ୍ବର୍ଗତ ପ୍ରଦୀପ୍ତଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକ ସଭାରେ ଜିଲ୍ଲା ଜଜ ଦାମୋଦର ରଥଙ୍କ ସମେତ ସଂଘର ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ, ବରିଷ୍ଠ ଆଇନଜୀବୀ ଗଣେଶ୍ୱର ସାହୁ, ଅରବିନ୍ଦ ମିଶ୍ର, ବୀରେନ ନାଏକ, ଦୀପକ ସାହୁ, ପ୍ରଦୀପ୍ତ ଭୁତିଆ, ରଞ୍ଜନ ପାତ୍ର, ବୈଷ୍ଣବ ପାତ୍ର, ବାଉରୀବନ୍ଧୁ ମହାପାତ୍ର, ସଞ୍ଜୟ ସାହୁ, ବିନୋଦ ପ୍ରଧାନ, ପାର୍ଥ ସାରଥୀ ପ୍ରଧାନ, ପ୍ରକାଶ ମିଶ୍ର, କୁଶ ସାହୁ, ଶିବାଶିଷ କର, ପ୍ରେମାନନ୍ଦ ସାହୁ, ବିନୋଦ ସାମଲ, ରାଜୀବ ଲୋଚନ ସାହୁ, ଆଶିଷ ସାହୁ ପ୍ରମୁଖ ଯୋଗଦେଇ ଥିଲେ।

Share

Leave a Reply