ରାଜପଥ ନେଇ ସଂସଦରେ ପ୍ରଶ୍ନ କଲେ ସାଂସଦ

You are currently viewing ରାଜପଥ ନେଇ ସଂସଦରେ ପ୍ରଶ୍ନ କଲେ ସାଂସଦ

ଅନୁଗୁଳ: ଆଜି ଲୋକ ସଭାର ଶୂନ୍ୟ କାଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ତଥା ମରାମତି କେବେ ସରିବ ସେଥିନେଇ ପ୍ରଶ୍ନ ଉଠାଇଛନ୍ତି।ସେ କହିଛନ୍ତି ଏହି ରାଜପଥର ଦୁରବସ୍ଥା ହେତୁ ଦୁର୍ଘଟଣାରେ ୨୧ ଜଣଙ୍କ ଜୀବନ ଗଲାଣି। ମଙ୍ଗୁଳି ଠାରୁ ସମ୍ବଲପୁର ଯାଏ ଏହାର ସମ୍ପ୍ରସାରଣ କାର୍ଯ୍ୟ ଏପରି କଚ୍ଛପ ଗତିରେ ଚାଲୁଛି ସେଥିନେଇ ଅନେକ ଆନ୍ଦୋଳନ ଧାରଣା ଆଦି ସରିଲାଣି। ତେଣୁ ଏଥି ନେଇ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି।

Share

Leave a Reply