ଅନୁଗୁଳ: ଗତ ତିନି ଚାରି ଦିନ ଧରି ଅନୁଗୁଳ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଥର୍ମକୁଲ କପ, ପ୍ଲେଟ, ପଲିଥିନ ଆଦି ଜବତ କରାଯାଇଛି। ଅମଲାପଡ଼ା, ବସଷ୍ଟାଣ୍ଡର ବିଭିନ୍ନ ଜଳଖିଆ ଦୋକାନ ଓ ବଜାର ଭିତରେ ଥିବା କେତେକ ଦୋକାନ ଉପରେ ଚଢ଼ାଉ କରାଯାଇ ମୋଟ ୬୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ପରିମଳ ଅଧିକାରୀ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।
ପ୍ଲାଷ୍ଟିକ ବିରୁଦ୍ଧରେ ପୌରପାଳିକାର ଚଢ଼ାଉ
- Post published:September 3, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
