ଅନୁଗୁଳ: ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି। ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ଦାୟୀତ୍ୱ ଦିଆ ଯାଇଥିବା ବେଳେ ଇଂ ନଳିନିକାନ୍ତ ପ୍ରଧାନଙ୍କୁ ପୁଣି ଥରେ ସମ୍ବଲପୁର ଜିଲ୍ଲା ଦାୟିତ୍ୱ ମିଳିଛି। ଏ ଦୁହିଁଙ୍କ ଉପରେ ଦଳ ଅଧିକା ଭରସା କରିବା ସହ ସଂଗଠନ ମଝଭୁତ ହେବ ବୋଲି ଆଶା କରାଯାଉଛି।
ନଳିନୀଙ୍କୁ ମିଳିଲା ସମ୍ବଲପୁର ପର୍ଯ୍ୟବେକ୍ଷକ ଦାୟିତ୍ୱ
- Post published:October 6, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
