ଓମ୍‌ଫେଡ୍‌ ପାର୍ଲର୍ ସିଲ, ୨ ହଜାର ଜରିମାନା

You are currently viewing ଓମ୍‌ଫେଡ୍‌ ପାର୍ଲର୍ ସିଲ, ୨ ହଜାର ଜରିମାନା

ଅନୁଗୁଳ: ତାଳଚେରର ରେମୁଆଁ ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଏକ ଓମ୍‌ଫେଡ୍‌ ପାର୍ଲରକୁ ସିଲ୍ କରାଯିବା ସହ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍ ଯୋଗୁଁ ଶନିବାର ଓ ରବିବାର ସମସ୍ତ ଦୋକାନ ବନ୍ଦ ରହିଥିଲା ବେଳେ ଏହି ଓମ୍‌ଫେଡ୍‌ ପାର୍ଲର ଖୋଲିଥିଲା। ପୁଲିସ ସୂଚନା ପାଇବା ପରେ ସେଠାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ପାର୍ଲରକୁ ସପ୍ତାହେ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା। ଦୋକାନୀଙ୍କୁ ତାଗିଦ କରାଯିବା ସହ ତାଙ୍କ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

Share

Leave a Reply