ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ହେଲେ ଗୃହ ବିଭାଗ ସ୍ଥାୟୀ କମିଟି ସଦସ୍ୟ

You are currently viewing ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି  ହେଲେ ଗୃହ ବିଭାଗ ସ୍ଥାୟୀ କମିଟି ସଦସ୍ୟ

 

ତାଳଚେର: ବିଧାନସଭାର ୧ନଂ ସ୍ଥାଇ କମିଟି ଗୃହ, ଆଇନ୍, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ସଦସ୍ୟ ହେଲେ ପାଳଲହଡ଼ା ମାନ୍ୟବର ବିଧାୟକ ଅଶୋକ ମହାନ୍ତି। ରାଜ୍ଯର ବରିଷ୍ଠ ନେତୃବୃନ୍ଦ ଏହାର ସଦସ୍ୟ ହୋଇ ଥିଲା ବେଳେ ସ୍ଥାଇ କାର୍ଯ୍ୟ ପରାମର୍ଶ ଦାତା କମିଟିରେ
ରାଜ୍ଯର ଆଇନ୍ ଶୃଙ୍ଖଳା, ଆଇନ୍ ବିଭାଗ ରାଜ୍ଯର ପ୍ରଶାସନ ଓ ସାଧରଣ ଲୋକଙ୍କ ଅଭିଯୋଗ ସମ୍ଵନ୍ଧୀୟ ବିଭାଗର ଅନୁଧ୍ୟାନ ଓ ସହଯୋଗ କରିବା ଭଲି ଗୁରୁତ୍ଵ ପୂର୍ଣ୍ଣ କମିଟର ସ୍ଥାଇ ସଦସ୍ୟ ହୋଇଥିବାରୁ ପାଲଲହଡ଼ାରେ ଆନନ୍ଦ ଉତ୍ସlହ ଖେଳି ଯାଇଛି। ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ଦାସ, ତନ୍ମୟ ସାହୁ, ନୃସିଂହ ବରାଳ, ପଞ୍ଚାନନ ସାହୁ, ଧର୍ମେନ୍ଦ୍ର ସାହୁ ବସନ୍ତ ମଞ୍ଜରି ପ୍ରଧାନ, ସୌଭାଙ୍ଗିନୀ ପ୍ରଧାନ, ଗୌର ଚନ୍ଦ୍ର ପ୍ରଧାନ, ପ୍ରହଲାଦ ସାମଲ, ତ୍ରିପୁରାରି ପ୍ରଧାନ, ସରୋଜ ସାହୁ, ଗୁରୁ ହେମବ୍ରମ, ଭୀମସେନ ମାଝି, ମନୋଜ ସାହୁ ଅଭୟ ସାହୁ, ଶଶିଭୂଷଣ ଆଚାର୍ଯ୍ଯ, ଆଷିଶ ସାମଲ ପ୍ରମୁଖ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share

Leave a Reply