ପାଳଲହଡ଼ାର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ପରଲୋକ

You are currently viewing ପାଳଲହଡ଼ାର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ପରଲୋକ

ପାଳଲହଡ଼ା : ଅନଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଦୀର୍ଘ ଦୁଇ ମାସ ଧରି ଗୁରୁତର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply