ଛେଣ୍ଡିପଦା ୪ ପଞ୍ଚାୟତରେ ପୁଲିସର ଫ୍ଲାଗ୍ ମାର୍ଚ୍ଚ

You are currently viewing ଛେଣ୍ଡିପଦା ୪ ପଞ୍ଚାୟତରେ ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ୪ଟି ପଞ୍ଚାୟତରେ ସୋମବାର ପୁଲିସ ଓ ପ୍ରଶାସନ ତରଫରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥି ସୁଧାରିବା, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ବ୍ଲକ୍ର ସମ୍ବେଦନଶୀଳ ବୁଥ ଥିବା ପାତ୍ରପଡ଼ା, କଣଲୋଇ, ନୂଆଗାଁ ଓ ବାଗେଡ଼ିଆ ପଞ୍ଚାୟତରେ ଛେଣ୍ଡିପଦା ବିଡିଓ ସଞ୍ଚୟ କୁମାର ଆଚାର୍ଯ୍ୟ, ତହସିଲଦାର ଡାନିଏଲ ଏକ୍କା, ଆଇଆଇସି ଧିରେନ୍ କୁମାର ବେହେରା, ବାଗେଡ଼ିଆ ଫାଣ୍ଡି ଅଧିକାରୀ ଅଶିଷ ଦାସ ଓ ପୁଲିସ ଫୋର୍ସ ଫ୍ଲାଗ୍ ମାର୍ଚ୍ଚରେ ସାମିଲଥିଲେ।

Share

Leave a Reply