ଅନୁଗୁଳ: କିଶୋରନଗର ବ୍ଲକ୍ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗାଁର ସୁଶାନ୍ତ ସାହୁଙ୍କ ନବଜାତ କନ୍ୟାର ଏକୋଇଶିଆ ଭୋଜି ଗାଁ ଗ୍ରାମ ମନ୍ଦିରରେ ଆୟୋଜନ କରାଯାଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ନିଆଯାଇନଥିଲା | ଭୋଜି ପାଇଁ ପ୍ରାୟ ୬୦ ଲୋକ ଏକତ୍ରିତ ହୋଇଥିଲା ବେଳେ ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ ପଣ୍ଡା ପହଞ୍ଚି ସୁଶାନ୍ତଙ୍କ ଉପରେ ୨ ହଜାର ଟଙ୍କା ଜରିମାନା କରିଥିବା ପ୍ରକାଶ କରିଛନ୍ତି।
ଭୋଜିରେ ଗହଳି, ୨ ହଜାର ଜରିମାନା
- Post published:May 3, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
You Might Also Like
ସଂସ୍କୃତି ଓ କଳା ପରିଷଦର ଆଲୋଚନା ଚକ୍ର: ଓଡ଼ିଶାର କଳା ସଂସ୍କୃତିକୁ ବାହାରେ ଆଦୃତ କରିବା ଉପରେ ଗୁରୁତ୍ୱାରୋପ
କନ୍ଧମାଳରେ ଜଗତଗୁରୁ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ କୁଶପୁତ୍ତଳିକା ଦାହକୁ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ବିରୋଧ, ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି


