ପାଞ୍ଚଗଡ ସାମ୍ବାଦିକ ସଂଘ ପକ୍ଷରୁ ସମାଜସେବୀ ସମ୍ବର୍ଦ୍ଧିତ

You are currently viewing ପାଞ୍ଚଗଡ ସାମ୍ବାଦିକ ସଂଘ ପକ୍ଷରୁ ସମାଜସେବୀ ସମ୍ବର୍ଦ୍ଧିତ

ଅନୁଗୁଳ: ପାଞ୍ଚଗଡ ସାମ୍ବାଦିକ ସଂଘ ବଅଁରପାଳ ପକ୍ଷରୁ ଜାତୀୟ ପ୍ରେସ ଦିବସ ଅବସରରେ ଯୁବ ସମାଜସେବୀ ପ୍ରତାପ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି,ଏସ ପି ରାହୁଲ ଜୈନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସମାଜ ବିକାଶରେ ସାମ୍ବାଦିକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ବିଡ଼ିଓ ବଅଁରପାଳ ପ୍ରମୁଖ ଯୋଗଦେଇଥିଲେ।

Share

Leave a Reply