ଅନୁଗୁଳ: ଆସନ୍ତା ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ଯାଏ ଅନୁଗୁଳ ରେଞ୍ଜରସ ଟ୍ରେନିଂ କଲେଜ୍ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍କୁଲ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବୟସର ପ୍ରତିଯୋଗୀ ମାନେ ଏଥିରେ ଅଂଶ ଗ୍ରହଣ କରିବେ। ୩୦ ଟି ଜିଲ୍ଲାର ଖେଳାଳୀ ମାନେ ଏହି ପ୍ରତିଯୋଗିତାରେ ଯୋଗ ଦେବେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି।
ଆସନ୍ତା ୧୧ ରୁ ଅନୁଗୁଳରେ ରାଜ୍ୟ ସ୍ତରୀୟ ସ୍କୁଲ ଖୋଖୋ
- Post published:October 9, 2023
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul