ଅନୁଗୁଳ: ଗତ ୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନଙ୍କ ନିର୍ଦ୍ଦେଶରେ କୁଷ୍ଠ ନିରାକରଣ ଯୋଜନାରେ ୬ ଜଣ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୫ ଜଣଙ୍କର ହାତ ଏବଂ ଜଣଙ୍କର ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଡ଼ା ଲକ୍ଷ୍ମଣ କୁମାର କର୍ମୀ ଏହି ଅସ୍ତ୍ରୋପଚାର କରିଥିଲେ।ସୁନିଲ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଅସ୍ତ୍ରୋପଚାରରେ ସହାୟତା କରିଥିଲେ।
କୁଷ୍ଠ ନିରାକରଣ ଯୋଜନାରେ ଅସ୍ତ୍ରୋପଚାର
- Post published:September 12, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


