ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାର ଉନ୍ନତି ନେଇ ଆଲୋଚନା କଲେ ବିଧାୟକ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଆଜି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ ବିଷୟ ସମ୍ଵନ୍ଧରେ ଆଲୋଚନା…

Continue Readingରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅନୁଗୁଳ ଜିଲ୍ଲାର ଉନ୍ନତି ନେଇ ଆଲୋଚନା କଲେ ବିଧାୟକ

ଗୁମର ଖୋଲି ଦେଲା ଫେସବୁକ୍ ଫଟୋ, କହୁ କହୁ କହିଦେଲେ ଡାୟାଲିସିସ୍ ବାବୁ…

ଅନୁଗୁଳ: ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ଏବେ ଟ୍ରେଣ୍ଡରେ। ଯିଏ ଯୁଆଡ଼େ ଗଲା, ଯାହା କଲା ଫଟୋଟେ ଉଠେଇ ଫେସବୁକ, ଇନଷ୍ଟାରେ ସେୟାର କରିଦେଉଛି। ଲୋକଙ୍କୁ ଦେଖେଇ ହେବା ହେଉ କି ଅଧିକ ଲୋକପ୍ରିୟତା ପାଇବାକୁ, ପ୍ରାୟ ସମସ୍ତେ ଆଜିକାଲି ଏହି…

Continue Readingଗୁମର ଖୋଲି ଦେଲା ଫେସବୁକ୍ ଫଟୋ, କହୁ କହୁ କହିଦେଲେ ଡାୟାଲିସିସ୍ ବାବୁ…

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ସରକାରୀ ପଲିଟେକ୍ନିକ କଲେଜରେ ନୂଆ 'ଓ' କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଓ ପଲିଟେକ୍ନିକ କଲେଜର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୫୦ ୟୁନିଟ ରକ୍ତ ସଂଗୃହୀତ

ମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

ଅନୁଗୁଳ: ଫୁଲୁଛି ମହାନଦୀ। ଆଠମଲ୍ଲିକ ଓ ଟିକରପଡ଼ାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି। ଏହା ପ୍ରଭାବରେ ଏବେ ହଜାର ହଜାର ଲୋକ ଜଳବନ୍ଦୀ ଅଛନ୍ତି। ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଠମଲ୍ଲିକ ବ୍ଲକ୍‌ର କୁଦଗାଁ…

Continue Readingମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

‘ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ

ଅନୁଗୁଳ: ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାକୁ ସବୁଜୀକରଣ କରିବାକୁ ଆଗେଇ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ପ୍ରଥମ ଦିନରେ ସଙ୍ଗଠନ ପକ୍ଷରୁ ଅନୁଗୁଳ ବ୍ଲକ୍ ବେଡ଼ାଶାସନ ଗ୍ରାମ ପଞ୍ଚାୟତ ଗୁହିରାପଶି…

Continue Reading‘ଆମ ଅନୁଗୁଳ’ ପକ୍ଷରୁ ଚାରା ରୋପଣ