ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ପତ୍ନୀ

ଅନୁଗୁଳ: ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମର ଦେବକାନ୍ତ ପ୍ରଧାନ ଓରଫ ହିତୁ (୪୨) କୋଭିଡ୍ ସଂକ୍ରମିତ ହୋଇ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ମାସାଧିକ କାଳ ଚିକିତ୍ସିତ ହେବା ସହ…

Continue Readingସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କଲେ ପତ୍ନୀ

୧୯ ସୋ’ରୁମ୍ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଛୋଟ ବଡ଼ ସପିଂ ମଲ୍‌ଗୁଡିକ କଟକଣାକୁ ଫୁ’ କରି ଦୋକାନ ଖୋଲୁଛନ୍ତି। ଯଦିଓ ଗ୍ରାହକମାନେ ମାସ୍କ ପିନ୍ଧୁଛନ୍ତି, ତଥାପି ଦୋକାନ ଭିତରେ ସାମାଜିକ ଦୂରତ୍ଵ ରହୁନି। କରୋନା କଟକଣା ଉଲଂଘନ ହେଉଛି ସରକାରୀ ଅନୁମତି ନଥିବାରୁ…

Continue Reading୧୯ ସୋ’ରୁମ୍ ବନ୍ଦ କଲା ପ୍ରଶାସନ

ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର, ୬୮ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: କରୋନା ପାଇଁ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଜାରି ରହିଛି। ରକ୍ତର ଏହି ଅଭାବକୁ ଦୂର କରିବା ପାଇଁ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଏବଂ ରାଧାରମଣପଡ଼ା ସ୍ଥିତ ବିଜୁ ପଟ୍ଟନାୟକ ୟୁଥ୍…

Continue Readingଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର, ୬୮ ୟୁନିଟ୍ ରକ୍ତ ସଂଗୃହୀତ

କିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

ଅନୁଗୁଳ: କରୋନା ଜନିତ କଟକଣା ପାଇଁ ବିପନ୍ନ ହୋଇଛ ଜୀବିକା। କାମଧନ୍ଦା ନଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା କଷ୍ଟକର ହୋଇ ପଡ଼ିଛି । କଟକଣା ପାଇଁ…

Continue Readingକିନ୍ନରଙ୍କୁ ରାସନ ସାମଗ୍ରୀ ବଣ୍ଟନ

ସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଅନୁଗୁଳ:ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାତ୍ର ଅନୁଗୁଳ ପୌରାଞ୍ଚଳରେ ପୁରଣା ପଞ୍ଜିକରଣକୁ ଆଧାର କରି ଏହି ସହାୟତା ଦିଆଯାଉଥିବା ବେଳେ ଅନେକ ଉଠା ଦୋକାନୀ ଓ ବୁଲା…

Continue Readingସମସ୍ତ ଉଠା ଦୋକାନୀଙ୍କୁ ସହାୟତା ଦାବି

ଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

ଅନୁଗୁଳ:କରୋନା ସଂକ୍ରମଣକୁ ରୋକିବାକୁ ବ୍ୟାପକ ଭାବେ ଚାଲିଛି ଟିକାକରଣ ଅଭିଯାନ । ରାଜ୍ୟରେ ଟିକାକରଣକୁ ଜୋରଦାର କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଅନୁଗୁଳରେ ସ୍ଲଟ ବୁକିଂ ଅନୁସାରେ ଦିଆଯାଉଛି ଟିକା । ଏହାସହ…

Continue Readingଅନୁଗୁଳରେ ଟିକା ନେଲେଣି ୨ ଲକ୍ଷରୁ ଅଧିକ ଲୋକ 

ଶୁଦ୍ଧିକ୍ରିୟା ଭୋଜିରେ ଚଢ଼ଉ, ୧୫ ହଜାର ତଣ୍ଡ ଗଣିଲେ

ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ମଙ୍ଗଳବାର ଏକ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା ବେଳେ ଅନୁଗୁଳ କୋଭିଡ ଏସ୍କର୍ଟ ଟିମ୍ ଚଢ଼ଉ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସୂଚନା ମୁତାବକ,ମଙ୍ଗଳବାର ଅପରାହ୍ନରେ ଛେଳିଆପଡ଼ା ଗାଁରେ ବାବୁଲି…

Continue Readingଶୁଦ୍ଧିକ୍ରିୟା ଭୋଜିରେ ଚଢ଼ଉ, ୧୫ ହଜାର ତଣ୍ଡ ଗଣିଲେ

ସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳର ‘ହମ୍’ ଗ୍ରୁପ୍ ପକ୍ଷରୁ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ କୋଭିଡ଼୍ ଉପକରଣ ପ୍ରଦାନ କରାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ମାସ୍କ, ସର୍ଜିକାଲ୍ ଗ୍ଲୋଭସ୍ ଏବଂ ସାନିଟାଇଜର୍ । କୋଭିଡ୍ ସଂକ୍ରମିତଙ୍କ…

Continue Readingସିଡିଏମ୍ଓଙ୍କୁ କୋଭିଡ୍ ସାମଗ୍ରୀ ପ୍ରଦାନ

କୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା

ଅନୁଗୁଳ: କୋଭିଡରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଉଠା ଦୋକାନୀ, କ୍ଷୁଦ୍ର ବେପାରି। ମାସ ମାସ କାଳ ବେପାର ବୁଡିଯାଇଛି। କାହାର ଜୀବନ ସହ ଜୀବିକା ବି ବିପଦରେ ପଡିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର…

Continue Readingକୋଭିଡ୍ ପାଇଁ ଉଜୁଡ଼ିଗଲା ଜୀବିକା, ୨୫୦ ଦୋକାନୀଙ୍କୁ ମିଳିବ ଟଙ୍କା

କାଲିଠୁ ଯୁବବର୍ଗଙ୍କୁ ଟିକା

ଅନୁଗୁଳ: ମଙ୍ଗଳବାରଠାରୁ ୧୮ରୁ ୪୪ ବର୍ଷ ବୟସ୍କ ଯୁବବର୍ଗଙ୍କ ଟିକାକରଣ ପୁଣି ଆରମ୍ଭ ହେବ। ଏଥିଲାଗି ଟିକା ଷ୍ଟକ୍ ପହଞ୍ଚିଥିବା ଜଣାପଡ଼ିଛି। ଆଜି ସଂଧ୍ୟା ୬ଟାରେ ପୁନଃ ସ୍ଲଟ୍ ବୁକିଂ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍ କରି ସୂଚନା…

Continue Readingକାଲିଠୁ ଯୁବବର୍ଗଙ୍କୁ ଟିକା