ପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ଅନୁଗୁଳ: ପାଲଲହଡ଼ା ବ୍ଲକ୍‌ରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ରୋକିବା ପାଇଁ ପାଳଲହଡ଼ା ଟାଉନକୁ ୩ ଦିନ ସଟ୍‌ଡାଉନ୍ କରିବା ନିମନ୍ତେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନର ସହମତି ପରେ ବୁଧବାରଠାରୁ ୩ ଦିନ ପର୍ଯ୍ୟନ୍ତ…

Continue Readingପାଳଲହଡ଼ାରେ ତିନିଦିନିଆ ସଟ୍‌ଡାଉନ୍

ପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ଅନୁଗୁଳ: ତାଳଚେର ପୌରାଞ୍ଚଳରେ କଲୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ତାଳଚେର ପୌରପାଳିକା ପକ୍ଷରୁ ଚଢ଼ାଉକୁ ଜୋରଦାର କରିଛି । ବୁଧବାର ମାରାଥନ୍ ଚଢ଼ାଉ କରାଯାଇ ୫ଟି ଦୋକାନ ସିଲ୍‌ କରାଯାଇଛି। ଏଥିସହ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ…

Continue Readingପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ

ଅନୁଗୁଳ: ବେକାବୁ ହୋଇଛି କରୋନା। ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । କରୋନାର ଦ୍ରୁତ ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଜିଲ୍ଲାରେ ସଚେତନତା ଅଭିଯାନ ଆରମ୍ଭ ହେବ ବୋଲି ବୁଧବାର ଅପରାହ୍ନରେ କରୋନା ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳ ପ୍ରକାଶ…

Continue Readingଜିଲ୍ଲାପାଳଙ୍କ କରୋନା ସ୍ଥିତି ସମୀକ୍ଷା,ଘର ଘର ବୁଲି ସଚେତନ କରିବେ ଶିକ୍ଷକ

ଆଦୃତା ଶିଶୁ ସଦନରେ କରୋନା; ୬୦ ଅନ୍ତେବାସୀ ଆକ୍ରାନ୍ତ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ ହୁ ହୁ ହୋଇ ବଢ଼ୁଛି କରୋନ ସଂକ୍ରମଣ । ଜିଲ୍ଲାର ପ୍ରତିଟି ଅଞ୍ଚଳକୁ ମାଡ଼ି ସାରିଲାଣି ଏହି ଅଦୃଶ୍ୟ ଭୂତାଣୁ । ଏଥିରୁ ବାଦ୍ ପଡ଼ିନି ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ସଦନ । ସବୁଠୁ ସମ୍ବେଦନଶୀଳ…

Continue Readingଆଦୃତା ଶିଶୁ ସଦନରେ କରୋନା; ୬୦ ଅନ୍ତେବାସୀ ଆକ୍ରାନ୍ତ

ଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

ଅନୁଗୁଳ: ଅନୁଗୁଳ ସହରରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ସହରରେ ଦୈନିକ ସଂକ୍ରମଣ ୫୦ ଉପରେ ରହୁଛି। ସହରର ଏହି ଉପରମୁହାଁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ସକାଳ ପରିବା ପାଇଁ…

Continue Readingଷ୍ଟାଡିୟମ୍‌ରେ ପରିବା ମାର୍କେଟ୍

ପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ…

Continue Readingପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଅନୁଗୁଳ: କରୋନା ଅଞ୍ଚଳରେ ଆତଙ୍କ ଖେଳାଇଲାଣି। ଏହା ସତ୍ତ୍ବେ ଅନେକ ଲୋକ ଆବଶ୍ୟକ କଟକଣା ମାନିବାକୁ ନାରାଜ। ଏହିଭଳି ଅମାନିଆଙ୍କ ପ୍ରତି ପ୍ରଶାସନ ପକ୍ଷରୁ ମଙ୍ଗଳବାର ପଦକ୍ଷେପ ନିଆଯାଇଛି। ପାଳଲହଡ଼ା ଟାଉନ ରାମାୟଣ ଛକ, ବଜାର ଛକ ଓ ନୂଆ ବସସ୍ଟାଣ୍ଡରେ…

Continue Readingପୁଲିସ ଯାଞ୍ଚ, ଅମାନିଆଙ୍କୁ ଜରିମାନା

ଜରାସିଂହା ପଞ୍ଚାୟତ ୪ ଦିନ ସଟ୍‌ଡାଉନ୍

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ବଅଁରପାଳ ବ୍ଲକ୍‌ ଜରାସିଂହା ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ ଇଲାକାରେ କରୋନା ସଂକ୍ରମିତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ବୁଧବାର ସକାଳ ୫ଟା ଠାରୁ ଶନିବାର…

Continue Readingଜରାସିଂହା ପଞ୍ଚାୟତ ୪ ଦିନ ସଟ୍‌ଡାଉନ୍

କରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର

ଅନୁଗୁଳ: କରୋନାର ଦ୍ଵିତୀୟ ଲହରୀ ଦେଶବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡିଛି। ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଲୋକେ ପାରାସିଟାମଲ, ଭିଟାମିନ୍ ସି ବଟିକା, ରେଡିମେଡ୍ କାଢ଼ା, ଥରମୋମିଟର ଆଦି ପାଖରେ ରଖୁଥିବା…

Continue Readingକରୋନା ପ୍ରଭାବ: ଚଢ଼ା ଦରରେ ଅକ୍ସିମିଟର

ଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ସୋମବାର ଟିକାକରଣରେ ବ୍ୟାପକ ଅବ୍ୟବସ୍ଥା ପଦାକୁ ଆସିଛି । କିଶୋରନଗର, ହଣ୍ଡପା, ଅଙ୍ଗପଡ଼ା ଠାରେ ଆଜି ଟିକା ଦିଆଯାଇଥିଲେ ହେଁ ସକାଳ ୫ଟାରୁ ଧାଡ଼ିରେ ଥିବା ଶତାଧିକ ବରିଷ୍ଠ ନାଗରିକ ଶେଷରେ ନିରାଶ ହୋଇ ଫେରିଛନ୍ତି। ଟିକାଦାନ…

Continue Readingଟିକାକରଣରେ ଅବ୍ୟବସ୍ଥା, ନିରାଶରେ ଫେରିଲେ ଶତାଧିକ ଆଶାୟୀ