ଆଠମଲ୍ଲିକରେ ସଂକ୍ରମଣ ବୃଦ୍ଧି

ଅନୁଗୁଳ: ଆଠମଲ୍ଲିକ ଏନଏସିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ଆଠମଲ୍ଲିକ ପ୍ରଶାସନ ସହରର ବିଭିନ୍ନ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛନ୍ତି । ସୋମବାର ଆଠମଲ୍ଲିକ ସହରର ୨ ନମ୍ବର ୱାର୍ଡର ରମେଶ୍ବରପାଟଣା…

Continue Readingଆଠମଲ୍ଲିକରେ ସଂକ୍ରମଣ ବୃଦ୍ଧି

ହଣ୍ଡପା ୭ ଦିନ ସଟ୍ ଡାଉନ୍

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରବିବାର ବଇଣ୍ଡା ଅଞ୍ଚଳରେ ସ୍ଵାବ୍ ପରୀକ୍ଷଣ କରାଯାଇଥିଲା। ସରଧାମୁଣ୍ଡା ଓ ଆନନ୍ଦମୁଣ୍ଡା ଗ୍ରାମରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଏଠାରେ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା।…

Continue Readingହଣ୍ଡପା ୭ ଦିନ ସଟ୍ ଡାଉନ୍

ଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ଅନୁଗୁଳ: ଗତ ଦୁଇ ସପ୍ତାହ ଧରି ଲାକଡାଉନ ଓ ସପ୍ତାହାନ୍ତ ସଟଡ଼ାଉନ୍ ଜାରି ରହିଛି । ଏଥିରେ ସ୍ୱଚ୍ଛଳ ଵର୍ଗର ଲୋକେ ଯାହା ଯେମିତି ଚଳୁଛନ୍ତି କିନ୍ତୁ ବାସହୀନ ଦୁଃଖୀରଙ୍କି ଏବଂ ମାନସିକ ଅସନ୍ତୁଳନ ଥିବା ବ୍ୟକ୍ତି ଖାଇବାକୁ ନପାଇ ବଡ଼…

Continue Readingଗରିବ ଅସହାୟଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟିଲେ ସ୍ବେଚ୍ଛାସେବୀ

ଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

ଅନୁଗୁଳ: କରୋନାର କରାଳତା ମଧ୍ୟରେ ଦେଶର ବିଭିନ୍ନ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅକ୍ସିଜେନ୍ ଅଭାବରୁ ବହୁ କରୋନା ସଂକ୍ରମିତ ଆଖି ବୁଜୁଛନ୍ତି। ଅକ୍ସିଜେନ୍‌ର ଏହି ଅଭାବକୁ ଦୂର କରିବାରେ ଅନୁଗୁଳ ଜିଲ୍ଲା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।…

Continue Readingଅନୁଗୁଳରୁ ୭୮୪ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ

ଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍‌ର ଠାକୁରଗଡ଼ ପଂଚାୟତ ଇଲାକାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ ଲଳିତ ମାହନ ବେହେରା। ଠାକୁରଗଡ଼ର ବଳରାମ ପୃଷ୍ଟିଙ୍କ ଘର ଠାରୁ ଚିତ୍ର ନାୟକଙ୍କ ଘର…

Continue Readingଠାକୁରଗଡ଼ରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍

କରୋନା ପାଇଁ ନାଲ୍‌କୋ ପକ୍ଷରୁ ହେଲ୍ପଲାଇନ୍ ଜାରି

ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ନାଲ୍‌କୋ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ନାଲ୍‌କୋନଗରରେ  ୨୪ ଘଣ୍ଟିଆ କୋଭିଡ୍ କଲ୍‌ସେଣ୍ଟର ଓ ହେଲ୍ପଲାଇନ୍ ଆରମ୍ଭ କରାଯାଇଛି। କରୋନା ସଂପର୍କରେ…

Continue Readingକରୋନା ପାଇଁ ନାଲ୍‌କୋ ପକ୍ଷରୁ ହେଲ୍ପଲାଇନ୍ ଜାରି

ପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଅନୁଗୁଳ: ଅନୁଗୁଳ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଅନୁଗୁଳ ପୌରାଞ୍ଚଳରେ ଘର ଘର ବୁଲି ସ୍ବାସ୍ଥ୍ୟ କର୍ମଚାରୀମାନେ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ଶିମିଳିପଡ଼ା ଅଞ୍ଚଳରେ ୬୦ଟି ଘରେ…

Continue Readingପୌରପାଳିକାରେ ଆରମ୍ଭ ହେଲା ସ୍କ୍ରିନିଂ

ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା କୋଭିଡ୍ କେୟାର ହସ୍ପିଟାଲ। ସେହି ସ୍ଥାନରେ ଆଇସୋଲେସନ୍ ୱାର୍ଡ୍…

Continue Readingଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା

ଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…

Continue Readingଯୋରାଗାଡ଼ିଆ-ଗଣ୍ଠିଗାଡ଼ିଆ କଣ୍ଟେନମେଣ୍ଟ ଘୋଷଣା

‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ୩ ଶହ ଉପରେ ରହୁଛି । ଭୟଙ୍କର ଦ୍ବିତୀୟ ଲହରର ମୁକାବିଲା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଥିବା…

Continue Reading‘ଅନୁଗୁଳ ସହରରେ ଖୋଲାଯାଉ କୋଭିଡ୍ ହସ୍ପିଟାଲ’