
ସାତକୋଶିଆ ଗଣ୍ଡ ନିକଟରେ ୮ ବର୍ଷର ବାଳକକୁ ଟାଣି ନେଲା କୁମ୍ଭୀର, ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅନୁଗୁଳ : ଅନୁଗୁଳ ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ା ଗାଁରେ କୁମ୍ଭୀର ଆକ୍ରମଣରେ ଏକ ୮ ବର୍ଷର ବାଳକର ମୃତ୍ୟୁ ହୋଇଛି। ମୃତ ଶିଶୁ ଟିକରପଡା ଘାଟ ସାହିର ସମୀର ନାୟକ ବୋଲି ଜଣାଯାଇଛି। ସୂଚନା ମୁତାବକ, ସମୀର ଟିକରପଡା ଘାଟ…