maa mangala vihar

ମେଡିକାଲ ଠିକା କର୍ମଚାରୀଙ୍କ ଧାରଣା

0

ଅନୁଗୁଳ: ଶୁକ୍ରବାର ଅନୁଗୁଳ ସରକାରୀ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ଆରକେଏସ୍ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା l ୨ ମାସର ବକେୟା ଦରମା, କୟାକଳ୍ପ ପ୍ରୋତ୍ସାହନ ରାଶି ପ୍ରଦାନ,ୟୁନିଫର୍ମ ଆଦି ଦାବିରେ ୫୦ ରୁ ଅଧିକ କର୍ମଚାରୀ ଧାରଣାରେ ବସିଥିଲେ l ଏଡିଏମଓ (ମେଡିକାଲ) ଡା ବିଶ୍ୱ ବିହାରୀ ମହାନ୍ତି କର୍ମଚାରୀଙ୍କୁ ବୁଝାସୁଝା କରିବା ସହ ସୋମବାର ସୁଦ୍ଧା ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା l

Leave A Reply

Your email address will not be published.